ଜୟ ଜୟ ଜଗନ୍ନାଥ
ଜୟ ଜୟ ଜଗନ୍ନାଥ ତୁମେ ଜଗତର ନାଥ ତୁମରି ଦ୍ଵାରେ ପ୍ରଭୁ ପାତି ଅଛି ଏହି ହାତ ଜୟ ଜୟ ଜଗନ୍ନାଥ ତୁମେ ଜଗତର ନାଥ (×2) ବରାହ ରୁପ ଧରି ତୁମେ ହେଗ୍ରିବକୁ ବଧ କଲ ତୁମେ ପରା ଅଟ ପ୍ରଭୁ ଆହେ କଳା ଵାମନ ତୁମରି ନାମରେ ପ୍ରଭୁ ଲେଖା ଅଛି ରାମାୟଣ ଜୟ ଜୟ ଜଗନ୍ନାଥ ତୁମେ ଜଗତର ନାଥ ତୁମରି କୃପାରେ ପ୍ରଭୁ ଲେଖି ଅଛି ଏହି ଗୀତ ଏହି ଗୀତ ଲେଖିଛନ୍ତି ଭଜରାଜ ହରିଜନ ଭୁଲ୍ ଥିଲେ କ୍ଷ୍ୟମା କରିଦେବ ଆହେ ପ୍ରଭୁ ନାରାୟଣ ✍✍Bhajaraj Harijan ✍✍
Comments
Post a Comment