Janu tor yaad asuchhe sambalpuri song

ଜାନୁ ଏ ମୋର ଜାନୁ 
       ତୋର ୟାଦ ଆସୁଛେ (×2)
ରହି ନାଇ ପାରୁଛେ କି
        ଛି ନାଇ ପାରୁଛେ (×2)
ତୋର ବିନା ପଲ ପଲ 
        ଜିଇ ନାଇ ପରୁଛେ 
ତୋର କଥା ଭାଳି ଭାଳି 
        ରହି ନାଇ ପାରୁଛେ 
ଜାନୁ ଏ ମୋର ଜାନୁ
        ତୋର ୟାଦ ଆସୁଛେ (×2)


ଜାନୁ ତୋର ୟାଦ ଆସୁଛେ 
      ରହିନାଇ ହେଉଛେ (×2)
ଭଲପାଇ  ଛଳନା କରି 
      ମୋତେ ଲୋ ଦେଲୁ ଛାଡ଼ି 
ବିହା ହେଇ ଗଲୁ ଚାଲି 
        ମୋତେ ଲୋ ଗଲୁ ଭୁଲି 
ତୋର କଥା ବେଶି ବେଶି ମନେ ପଡ଼ୁଛେ 
       ଆସୁଛେ ଆସୁଛେ ତୋର ୟାଦ ଅସୁଛେ 
ରହି ନାଇ ହେଉଛେ
         

ଏ  ମୋର ବଉରୀ ରେ ତୋର ୟାଦ ଅସୁଛେ
      ରହିନାଇ ହେଉଛେ (×2)
ମରୁଛେ ମୁଇ ଜାଳି ଜାଳି 
       ତୋର କଥା ଭାଳି ଭାଳି (×2)
ତୋର କଥା ଆଜି ସବୁ ମନେ ପଡ଼ୁଛେ 
      ତୋର ବିନା ହାଏ ଗୋ ରାନୀ 
ରହିନାଇ ହେଉଛେ 
      କେନ୍ତା ବଞ୍ଚମି ଲୋ
ବଞ୍ଚି ନାଇ ହେଉଛେ (×2)

ନାଇ ରହିପାରେ ମୁଇ
    ହାଏରେ ମୋର ସଜନୀ
କାନ୍ଦି କାନ୍ଦି ମରିଯିମି 
    ଏ ମୋର ଦିୱାନୀ
କେନ୍ତା ସହେମି ହାଏ ଗୋ ଘୁରି 
     କହୁଛୁ ଯେ ଯା ଭୁଲି (×2)
ତୋର ବିନା ଜିନା ମୁଶ୍କିଲ ହେଇଯଇଛେ
     ଆସୁଛେ ଆସୁଛେ ତୋର ୟାଦ ଆସୁଛେ
ରହିନାଇ ହେଉଛେ
     ଜାନୁ ତୋର ୟାଦ ଆସୁଛେ
ରହିନାଇ ହେଉଛେ (×2)
      
     ✍✍  Bhajaraj Harijan ✍✍

  

Comments

Popular posts from this blog

ଜୟ ଜୟ ଜଗନ୍ନାଥ

Odia shayari