Odia shayari

1) ପୋଖରୀ ଭିତରେ ପାଣୀ
ପାଣୀ ଭିତରେ କଇଁ ,
ଯଉ ଝିଅ କୁ ଭଲ ମୁଁ ପାଉଛି
ତାକୁ କେବେ ଭୁଲି ପାରିବି ନାହିଁ।

2) ଭଲ ମୁଁ ପାଇଛି କଥା ମୁଁ ଦେଇଛି
 ପାରିବିନି କେବେ ଭୁଲି ,
ସାଥି ହୋଇ ରହିବା ଏମିତି 
ସାତ ଜନମ ପାଇଁ।

3)ଗାଁର ଝିଅକୁ ଭଲ ନ ପାଇବ 
ଅନ୍ୟ ଗାଁର ହେଲେ ବି ଚଳିବ (×2) ,
ଅନ୍ୟ ଗାଁର ଝିଅକୁ ଭଲ ପାଇବ ତୋ
ଲୋକଙ୍କ ଆଗରେ ଭାଇ ଭାଇ ବୋଲି କହିବ ।

4) ଫୁଲ ବୋଲି ଭାବିଥିଲି କଣ୍ଟା ହେଇଗଲ (×2)
ଭଲ ଝିଅ ବୋଲି ଭଲ ପାଉଥିଲ
 ଅଧା ବାଟରେ ଧୋକା ଦେଇ ଚାଲିଗଲ ।

5) ସାଥ ତୋ ମୁଁଇ ବି ଦେମି (×2)
ତୁଇ କହେବୁ ବେଳେ ମୋର ପ୍ରିୟା 
ତୋର ଲାଗି ଇ ମୋର ଜୀବନ କରବାନ୍ କରିଦେମି।




        ✍✍ Bhajaraj Harijan ✍✍

Comments

Popular posts from this blog

ଜୟ ଜୟ ଜଗନ୍ନାଥ

Janu tor yaad asuchhe sambalpuri song