Posts

Janu tor yaad asuchhe sambalpuri song

ଜାନୁ ଏ ମୋର ଜାନୁ         ତୋର ୟାଦ ଆସୁଛେ (×2) ରହି ନାଇ ପାରୁଛେ କି         ଛି ନାଇ ପାରୁଛେ (×2) ତୋର ବିନା ପଲ ପଲ          ଜିଇ ନାଇ ପରୁଛେ  ତୋର କଥା ଭାଳି ଭାଳି          ରହି ନାଇ ପାରୁଛେ  ଜାନୁ ଏ ମୋର ଜାନୁ         ତୋର ୟାଦ ଆସୁଛେ (×2) ଜାନୁ ତୋର ୟାଦ ଆସୁଛେ        ରହିନାଇ ହେଉଛେ (×2) ଭଲପାଇ  ଛଳନା କରି        ମୋତେ ଲୋ ଦେଲୁ ଛାଡ଼ି  ବିହା ହେଇ ଗଲୁ ଚାଲି          ମୋତେ ଲୋ ଗଲୁ ଭୁଲି  ତୋର କଥା ବେଶି ବେଶି ମନେ ପଡ଼ୁଛେ         ଆସୁଛେ ଆସୁଛେ ତୋର ୟାଦ ଅସୁଛେ  ରହି ନାଇ ହେଉଛେ           ଏ  ମୋର ବଉରୀ ରେ ତୋର ୟାଦ ଅସୁଛେ       ରହିନାଇ ହେଉଛେ (×2) ମରୁଛେ ମୁଇ ଜାଳି ଜାଳି         ତୋର କଥା ଭାଳି ଭାଳି (×2) ତୋର କଥା ଆଜି ସବୁ ମନେ ପଡ଼ୁଛେ        ତୋର ବିନା ହାଏ ଗୋ ରାନୀ  ରହିନାଇ ହେଉଛେ        କେନ୍ତା ବଞ୍ଚମି ଲୋ ବଞ୍ଚି ନାଇ ହେଉଛେ (×2) ନାଇ...

Odia shayari

1)  ପୋଖରୀ ଭିତରେ ପାଣୀ ପାଣୀ ଭିତରେ କଇଁ , ଯଉ ଝିଅ କୁ ଭଲ ମୁଁ ପାଉଛି ତାକୁ କେବେ ଭୁଲି ପାରିବି ନାହିଁ। 2) ଭଲ ମୁଁ ପାଇଛି କଥା ମୁଁ ଦେଇଛି  ପାରିବିନି କେବେ ଭୁଲି , ସାଥି ହୋଇ ରହିବା ଏମିତି  ସାତ ଜନମ ପାଇଁ। 3)ଗାଁର ଝିଅକୁ ଭଲ ନ ପାଇବ  ଅନ୍ୟ ଗାଁର ହେଲେ ବି ଚଳିବ (×2) , ଅନ୍ୟ ଗାଁର ଝିଅକୁ ଭଲ ପାଇବ ତୋ ଲୋକଙ୍କ ଆଗରେ ଭାଇ ଭାଇ ବୋଲି କହିବ । 4) ଫୁଲ ବୋଲି ଭାବିଥିଲି କଣ୍ଟା ହେଇଗଲ (×2) ଭଲ ଝିଅ ବୋଲି ଭଲ ପାଉଥିଲ   ଅଧା ବାଟରେ ଧୋକା ଦେଇ ଚାଲିଗଲ । 5) ସାଥ ତୋ ମୁଁଇ ବି ଦେମି (×2) ତୁଇ କହେବୁ ବେଳେ ମୋର ପ୍ରିୟା  ତୋର ଲାଗି ଇ ମୋର ଜୀବନ କରବାନ୍ କରିଦେମି।         ✍✍ Bhajaraj Harijan ✍✍

ଜୟ ଜୟ ଜଗନ୍ନାଥ

 ଜୟ ଜୟ ଜଗନ୍ନାଥ            ତୁମେ ଜଗତର ନାଥ  ତୁମରି ଦ୍ଵାରେ ପ୍ରଭୁ            ପାତି ଅଛି ଏହି ହାତ  ଜୟ ଜୟ ଜଗନ୍ନାଥ           ତୁମେ ଜଗତର ନାଥ (×2) ବରାହ ରୁପ ଧରି ତୁମେ     ହେଗ୍ରିବକୁ ବଧ କଲ  ତୁମେ ପରା ଅଟ ପ୍ରଭୁ ଆହେ କଳା ଵାମନ     ତୁମରି ନାମରେ ପ୍ରଭୁ ଲେଖା ଅଛି ରାମାୟଣ ଜୟ ଜୟ ଜଗନ୍ନାଥ     ତୁମେ ଜଗତର ନାଥ  ତୁମରି କୃପାରେ ପ୍ରଭୁ      ଲେଖି ଅଛି ଏହି ଗୀତ ଏହି ଗୀତ ଲେଖିଛନ୍ତି       ଭଜରାଜ ହରିଜନ ଭୁଲ୍ ଥିଲେ କ୍ଷ୍ୟମା କରିଦେବ ଆହେ ପ୍ରଭୁ ନାରାୟଣ           ✍✍Bhajaraj Harijan ✍✍

Kaun he woh kaun he Hindi status Bhajaraj Harijan

Image
 

Aveeplayer Template for kinemaster editing by Bhajaraj Harijan

Image
 
Image