1) ପୋଖରୀ ଭିତରେ ପାଣୀ ପାଣୀ ଭିତରେ କଇଁ , ଯଉ ଝିଅ କୁ ଭଲ ମୁଁ ପାଉଛି ତାକୁ କେବେ ଭୁଲି ପାରିବି ନାହିଁ। 2) ଭଲ ମୁଁ ପାଇଛି କଥା ମୁଁ ଦେଇଛି ପାରିବିନି କେବେ ଭୁଲି , ସାଥି ହୋଇ ରହିବା ଏମିତି ସାତ ଜନମ ପାଇଁ। 3)ଗାଁର ଝିଅକୁ ଭଲ ନ ପାଇବ ଅନ୍ୟ ଗାଁର ହେଲେ ବି ଚଳିବ (×2) , ଅନ୍ୟ ଗାଁର ଝିଅକୁ ଭଲ ପାଇବ ତୋ ଲୋକଙ୍କ ଆଗରେ ଭାଇ ଭାଇ ବୋଲି କହିବ । 4) ଫୁଲ ବୋଲି ଭାବିଥିଲି କଣ୍ଟା ହେଇଗଲ (×2) ଭଲ ଝିଅ ବୋଲି ଭଲ ପାଉଥିଲ ଅଧା ବାଟରେ ଧୋକା ଦେଇ ଚାଲିଗଲ । 5) ସାଥ ତୋ ମୁଁଇ ବି ଦେମି (×2) ତୁଇ କହେବୁ ବେଳେ ମୋର ପ୍ରିୟା ତୋର ଲାଗି ଇ ମୋର ଜୀବନ କରବାନ୍ କରିଦେମି। ✍✍ Bhajaraj Harijan ✍✍